engineering recuitment OSSC Combined Technical Services (ଓଡିଶା) Mock Test 2023-24 Quantitative Aptitude Problem on Age
15 ବର୍ଷ ପୂର୍ବେ ମୋର ବୟସ ମୋପୁଅ ବୟସର 3 ଗୁଣ ଥିଲା । ବର୍ତ୍ତମାନ ମୋର ବୟସ ମୋ ପୁଅ ବୟସର ଦୁଇଗୁଣ ଅଟେ । ତେବେ ବର୍ତ୍ତମାନ ଆମ ଦୁଇ ଜଣଙ୍କର ବୟସ ମିଶି କେତେ?
1
60 ବର୍ଷ
2
64 ବର୍ଷ
3
72 ବର୍ଷ
4
90 ବର୍ଷ