ଗୋଟିଏ ପରୀକ୍ଷାରେ 60 ଜଣ ଛାତ୍ରଛାତ୍ରୀଙ୍କ ହାରାହାରି ମାର୍କ ହେଉଛି 73 । ପରବର୍ତ୍ତୀ ସମୟରେ 63, 70 ଓ 82 ନମ୍ବର ଥିବା 3 ଟି ମାର୍କକୁ ଭୁଲ ଭାବେ  73, 43 ଓ 69 ବୋଲି ଲେଖାଯାଇଥିଲା । ଭୁଲ୍ ସୁଧାରିବା ପରେ ହାରାହାରି ମାର୍କ ହେଉଛି∶

1
72.75
2
73.5
3
71.5
4
72.25

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation