ଜଣେ ଦୋକାନୀ ପ୍ରତ୍ୟେକ 70 ଟଙ୍କାରେ ଦୁଇଟି ଘଣ୍ଟା କିଣନ୍ତି । ସେ ଗୋଟିଏ ଘଣ୍ଟା12% ଲାଭରେ ବିକ୍ରି କରିଥିଲେ ଏବଂ ଅନ୍ୟ ଘଣ୍ଟା 9% କ୍ଷତିରେ ବିକ୍ରି କରିଥିଲେ । ଏହି ଚୁକ୍ତିରେ ସମୁଦାୟ ଲାଭ କିମ୍ବା କ୍ଷତି ପ୍ରତିଶତ ନିର୍ଣ୍ଣୟ କର । 

1
3% ଲାଭ
2
 3% କ୍ଷତି
3
 1.5% ଲାଭ
4
 1.5% କ୍ଷତି

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation