ରାଧାଙ୍କ ସଞ୍ଚୟ ତାଙ୍କ ଖର୍ଚ୍ଚର 40% ସହିତ ସମାନ । ଯଦି ତାଙ୍କର ଆୟ 25% ବୃଦ୍ଧି ହୁଏ ଏବଂ ଖର୍ଚ୍ଚ 40% ବୃଦ୍ଧି ହୁଏ, ତେବେ ତା’ର ସଞ୍ଚୟ କେତେ ବୃଦ୍ଧି/ହ୍ରାସ ହୁଏ ?

1
15% ବୃଦ୍ଧି  
2
12.5% ବୃଦ୍ଧି  
3
15% ହ୍ରାସ  
4
12.5% ହ୍ରାସ  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation