ପାଇପ୍ A ଏକ ଖାଲି ଟାଙ୍କିକୁ 30 ମିନିଟରେ ପୂରଣ କରିପାରିବ, ପାଇପ୍ B ସେହି ଭର୍ତ୍ତି ଟାଙ୍କିକୁ 2 ଘଣ୍ଟାରେ ଖାଲି କରିପାରିବ ଏବଂ ପାଇପ୍  C ସେହି ଭର୍ତ୍ତି ଟାଙ୍କିକୁ 5 ଘଣ୍ଟାରେ ଖାଲି କରିପାରିବ । ଟାଙ୍କି ଖାଲି ଥିବା ବେଳେ ଯଦି ସମସ୍ତ ପାଇପ୍ କୁ ଏକାଠି ଖୋଲାଯାଏ, ତେବେ କେତେ ଘଣ୍ଟା ମଧ୍ୟରେ ଟାଙ୍କି ଭର୍ତ୍ତି ହେବ?

1
\(\frac{10}{13}\)
2
\(\frac{7}{12}\)
3
\(\frac{5}{27}\)
4
\(\frac{7}{13}\)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation