ନିମ୍ନଲିଖିତ ପ୍ରଶ୍ନରେ କିଛି ବିବୃତ୍ତି ଦିଆଯାଇଛି ଏବଂ ସେହି ବିବୃତ୍ତି ଉପରେ ଆଧାର କରି କିଛି ସିଦ୍ଧାନ୍ତ ଅଛି ।  ଦିଆଯାଇଥିବା ବିବୃତ୍ତିକୁ ସତ୍ୟ ବୋଲି ମନେ କର ଯଦିଓ ସେଗୁଡ଼ିକ ସାଧାରଣତଃ ଜଣାଶୁଣା ତଥ୍ୟରୁ ଭିନ୍ନ ମନେହୁଏ ।  ସମସ୍ତ ସିଦ୍ଧାନ୍ତ ପଢ ଏବଂ ତା'ପରେ ନିଷ୍ପତ୍ତି ନିଅ ଯେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ଦିଆଯାଇଥିବା ବିବୃତ୍ତିକୁ ଅନୁସରଣ କରେ । 

ବିବୃତ୍ତି:

I. ସମସ୍ତ W, C ଅଟେ । 

II. ସମସ୍ତ C  ହେଉଛି L ଅଟେ  ।

III. ସମସ୍ତ J ହେଉଛି L  ।

ସିଦ୍ଧାନ୍ତ:

I. କୌଣସି J, W ନୁହେଁ ।

II. କିଛି L ହେଉଛି J ।

III.କିଛି J ହେଉଛି C  । 

1
କେବଳ ସିଦ୍ଧାନ୍ତ II ଅନୁସରଣ କରେ 
2
କୌଣସି ସିଦ୍ଧାନ୍ତ ଅନୁସରଣ କରେ ନାହିଁ 
3
କେବଳ ସିଦ୍ଧାନ୍ତ III ଅନୁସରଣ କରେ 
4
ସମସ୍ତ ସିଦ୍ଧାନ୍ତ ଅନୁସରଣ କରେ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation