ସାତ ଜଣ ଛାତ୍ର ଅମନ, ଭାନୁ, ଚାରୁ, ଦିବ୍ୟା, ବିପ୍ଲବ, ମଦନ, ଏବଂ ଗୋବିନ୍ଦ ଏକ ଗୋଲାକାର ମେଜ ର ଚାରିପାଖରେ ଏବନ କେନ୍ଦ୍ର କୁ ମୁହଁ କରି ବସିଛନ୍ତି ଏବଂ ସେମାନଙ୍କର ପରବର୍ତ୍ତୀ ପ୍ରକଳ୍ପ ବିଷୟ ରେ ଆଲୋଚନା କରୁଛନ୍ତି । 

 (i) ବିପ୍ଲବ, ଅମନ ଏବଂ ଦିବ୍ୟା ର ନିକଟତମ ପଡୋଶୀ ଭାବେ ବସିଛି । 

(ii)  ଗୋବିନ୍ଦ, ମଦନ ଏବଂ ଚାରୁ ମଝିରେ ବସି ନାହିଁ । 

(iii) ମଦନ, ଅମନ ର ଡାହାଣ ପାଖ ରେ ବସିଛି ।

 ଭାନୁ ର ଦୁଇ ପାଖରେ ପଡୋଶୀଭାବେ କିଏ ବସିଛନ୍ତି ? 

1
ଅମନ ଏବଂ ଦିବ୍ୟା 
2
ମଦନ ଏବଂ ଚାରୁ 
3
ଚରୁ ଏବଂ ଦିବ୍ୟା 
4
ଅମନ ଏବଂ ବିପ୍ଲବ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation