engineering recuitment OSSC Soil Conservation Extension Worker - CHSL Mock Test Series 2024 Data Interpretation Bar Graph
Comprehension Passage
ନିର୍ଦ୍ଦେଶନା : ନିମ୍ନଲିଖ୍ ବାର୍ ଗ୍ରାଫ୍ ୨୦୦୧ ମସିହାରେ ପାଞ୍ଚଟି କମ୍ପାନୀର ଆୟ ଏବଂ ବ୍ୟୟ (ଲକ୍ଷ ଟଙ୍କାରେ) ଦର୍ଶାଏ ।
କମ୍ପାନୀର ଶତକଡ଼ା ଲାଭ କିମ୍ବା କ୍ଷତି ଆୟ—ବ୍ୟୟ / ଆୟ × ୧୦୦ ଦ୍ବାରା ଦର୍ଶାଯାଏ ।
ପ୍ରଦତ୍ତ ତଥ୍ୟ ଆଧାରରେ, ନିମ୍ନ ପ୍ରଶ୍ନର ଉତ୍ତର ଦିଅ |

୨୦୦୧ ରେ, ସମସ୍ତ ପାଞ୍ଚଟି କମ୍ପାନୀର ସାମଗ୍ରିକ ଭାବେ ଲାଭ / କ୍ଷତିର ଆନୁମାନିକ ପ୍ରତିଶତ କେତେ ଥିଲା?
1
୪.୬୫ % ଲାଭ
2
୬.୫ % ଲାଭ
3
୪ % କ୍ଷତି
4
୭ % କ୍ଷତି