engineering recuitment OSSC Soil Conservation Extension Worker - CHSL Mock Test Series 2024 Data Interpretation Bar Graph
Comprehension Passage
ନିର୍ଦ୍ଦେଶନା : ନିମ୍ନଲିଖ୍ ବାର୍ ଗ୍ରାଫ୍ ୨୦୦୧ ମସିହାରେ ପାଞ୍ଚଟି କମ୍ପାନୀର ଆୟ ଏବଂ ବ୍ୟୟ (ଲକ୍ଷ ଟଙ୍କାରେ) ଦର୍ଶାଏ ।
କମ୍ପାନୀର ଶତକଡ଼ା ଲାଭ କିମ୍ବା କ୍ଷତି ଆୟ—ବ୍ୟୟ / ଆୟ × ୧୦୦ ଦ୍ବାରା ଦର୍ଶାଯାଏ ।
ପ୍ରଦତ୍ତ ତଥ୍ୟ ଆଧାରରେ, ନିମ୍ନ ପ୍ରଶ୍ନର ଉତ୍ତର ଦିଅ |

କମ୍ପାନୀ R ପାଇଁ, ଯଦି ୨୦୦୦ ମସିହାରୁ ୨୦୦୧ ରେ ବ୍ୟୟ ୫୦% ବୃଦ୍ଧି ପାଇଥିଲା ଏବଂ ୨୦୦୧ ମସିହାରେ ୨୦୦୦ ତୁଳନାରେ ରେ ଆୟ ୨୫% ବୃଦ୍ଧି ପାଇଥିଲା, ତେବେ ୨୦୦୦ ମସିହାରେ ଲାଭ ପ୍ରତିଶତ କେତେ ଥିଲା?
1
୧୦%
2
୨୦%
3
୨୫%
4
୩୦%