25 ଟି ସଂଖ୍ୟାର ହାରାହାରି ହେଉଛି 54 । ପ୍ରଥମ 8 ଟି ସଂଖ୍ୟାର ହାରାହାରି 45 ଏବଂ ଶେଷ 14 ସଂଖ୍ୟାର ହାରାହାରି 60 ଅଟେ ।  ନବମ ସଂଖ୍ୟା ଦଶମ ସଂଖ୍ୟା ଠାରୁ 3 କମ୍ ଏବଂ ଏକାଦଶ ସଂଖ୍ୟା ଦଶମ ସଂଖ୍ୟା ଠାରୁ 3  ଅଧିକ ଅଟେ । ନବମ ଓ ଦଶମ ସଂଖ୍ୟାର ହାରାହାରି ସଂଖ୍ୟା କେତେ?

1
50
2
48.5
3
51
4
49.5

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation