engineering recuitment OSSC Soil Conservation Extension Worker - CHSL Mock Test Series 2024 Quantitative Aptitude Speed Time and Distance Boat and River
ଜଣେ ନାଉରୀ ସ୍ରୋତର ଅନୁକୂଳରେ 4 ଘଣ୍ଟାରେ 36 କି.ମି। ଆହୁଲା ମାରିପାରନ୍ତି । ଯଦି ସ୍ରୋତର ଘଣ୍ଟା ପ୍ରତି ବେଗ 3 କି.ମି. ହୁଏ, ତେବେ କେତେ ସମୟରେ ସେ ସ୍ରୋତର ପ୍ରତିକୂଳରେ 6 କି.ମି. ଅତିକ୍ରମ କରିପାରିବେ ?
1
8 hours
2
6 hours
3
2 hours
4
4 hours