ଏକ ନିର୍ବାଚନରେ 10% ଲୋକ କୌଣସି ଭୋଟ୍ ଦେଇନଥିଲେ। A ଏବଂ B ସମାନ ସଂଖ୍ୟକ ଭୋଟ୍ ପାଇଥିଲେ। ପରେ A କୁ ଭୋଟ୍ ଦେଇଥିବା ୩୫୦ ଜଣ ଲୋକ ସେମାନଙ୍କ ଭୋଟ ପ୍ରତ୍ୟାହାର କରିନେଇଥିଲେ ଏବଂ ସେମାନଙ୍କର ଭୋଟକୁ ଗଣନା କରାଯାଇ ନଥିଲା। ଫଳସ୍ୱରୂପ, ବିଜେତା 29,250 ପାଇଲେ । ସମୁଦାୟ ଜନସଂଖ୍ୟା ନିର୍ଣ୍ଣୟ କରନ୍ତୁ?
1
64000
2
66000
3
65000
4
67000