ରୋଶନ, କେଶବ ଏବଂ ନେହା ସେମାନଙ୍କର ଦରମା ଷ୍ଟକ ବଜାରରେ ବିନିଯୋଗ କରିଥିଲେ । ସେମାନଙ୍କ ଦ୍ୱାରା ବିନିଯୋଗ କରାଯାଇଥିବା ହାରାହାରି ପରିମାଣ ହେଉଛି 11500 ଟଙ୍କା | ରୋଶନ, କେଶବଙ୍କ ତୁଳନାରେ 37.5% ଅଧିକ ବିନିଯୋଗ କରିଥିଲେ ଏବଂ ନେହା,  କେଶବ ଦ୍ୱାରା ବିନିଯୋଗ କରାଯାଇଥିବା ପରିମାଣର ଅଧା ବିନିଯୋଗ କରିଥିଲେ | ନେହା ଙ୍କ ଦ୍ୱାରା ବିନିଯୋଗ ହୋଇଥିବା ରାଶି କେତେ ?

1
ଟ. 6000
2
ଟ.12000
3
ଟ.16500
4
ଟ. 4500

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation