ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ରେ ଦୁଇ ବାକ୍ୟ କୁ ନେଇ ଗଠିତ । ସେଥିମଧ୍ୟ ରୁ କେଉଁ ବାକ୍ୟ ଟି ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ । ଉଭୟ ବାକ୍ୟ କୁ ଅଧ୍ୟାନ କରନ୍ତୁ ଏବଂ ଉତ୍ତର ଦିଅନ୍ତୁ ।
ପ୍ରଶ୍ନ: ଏକ ଘଣ୍ଟା ର ଘଣ୍ଟା କଣ୍ଟା ଏବଂ ମିନିଟ କଣ୍ଟା ମଧ୍ୟରେ ଥିବା କୋଣ ର ପରିମାଣ କେତେ ?
ବାକ୍ୟ I: ଅଧା ଘଣ୍ଟା ପୂର୍ବରୁ, ସମୟ 6:00 pm ଥିଲା ।
ବାକ୍ୟ II: ଘଣ୍ଟାଏ ପରେ ଏହା 7:00 pm ହେଇଯିବ ।
1
ବାକ୍ୟ Iରେ ଦିଆଯାଇଥିବା ତଥ୍ୟ ଆକାକୀ ଯଥେଷ୍ଟ ହେଉଥିବାବେଳେ ବାକ୍ୟ IIଏକାକୀ ଯଥେଷ୍ଟ ନୁହେଁ ।
2
ବାକ୍ୟ II ରେ ଦିଆଯାଇଥିବା ତଥ୍ୟ ଆକାକୀ ଯଥେଷ୍ଟ ହେଉଥିବାବେଳେ ବାକ୍ୟ Iଏକାକୀ ଯଥେଷ୍ଟ ନୁହେଁ ।
3
ବାକ୍ୟ Iରେ ଦିଆଯାଇଥିବା ତଥ୍ୟ କିମ୍ବା ବାକ୍ୟ II ରେ ଦିଆଯାଇଥିବା ତଥ୍ୟ ଏକାକୀ ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ।
4
ବାକ୍ୟ Iରେ ଦିଆଯାଇଥିବା ତଥ୍ୟ ନା ବାକ୍ୟ II ରେ ଦିଆଯାଇଥିବା ତଥ୍ୟ ଏକାକୀ ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ।