engineering recuitment OSSC Soil Conservation Extension Worker - CHSL Mock Test Series 2024 Logical Reasoning Ordering and Ranking Rank Based
ଛାତ୍ରମାନଙ୍କର ଧାଡିରେ, ଅନିଲ ବାମପଟୁ ୭ମ ସ୍ଥାନରେ ଥିବାବେଳେ, ଜ୍ୟାକ୍ ଡାହାଣ ପଟୁ ୧୮ ତମ ସ୍ଥାନରେ ଅଛି । ଉଭୟ ସେମାନଙ୍କର ଅବସ୍ଥିତି ଅଦଳବଦଳ କଲାପରେ, ଅନୀଲ ବାମ ପଟୁ ୨୧ତମ ସ୍ଥାନରେ ରହିଲା । ତେବେ ଧାଡିରେ ସମୁଦାୟ କେତେ ଜଣ ଲୋକ ଥିଲେ ?
1
38
2
39
3
40
4
42