ନିର୍ଦ୍ଦେଶ: ଏକ ପ୍ରଶ୍ନ ଏବଂ ଦୁଇ ଟି ବାକ୍ୟ (I) ଏବଂ (II)  ଦିଆଯାଇଛି । କେଉଁ ବାକ୍ୟ ଟି ଉତ୍ତର ଦେବାକୁ ପର୍ଯ୍ୟାପ୍ତ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ । 

 P, T, B ଏବଂ N ମଧ୍ୟରେ କିଏ ସବୁଠାରୁ ଅଧିକ ମାର୍କ ରଖିଛି ?

I. P, N ଠାରୁ କମ ସ୍କୋର କରିଛି କିନ୍ତୁ B ଠାରୁ କମ ନୁହେଁ ଯିଏ କି ସବୁଠାରୁ କମ ସ୍କୋର କରିଛି । 

II. B, T ଠାରୁ କମ ସ୍କୋର କାଇଛି କିନ୍ତୁ P ଠାରୁ ଅଧିକ । N ଦ୍ଵିତୀୟ ସର୍ବାଧିକ ମାର୍କ  ରଖିଛି । 

1
ବାକ୍ୟ I ଏକାକୀ ପର୍ଯ୍ୟାପ୍ତ । 
2
ବାକ୍ୟ II ଏକାକୀ ପର୍ଯ୍ୟାପ୍ତ । 
3
ଉଭୟ ବାକ୍ୟ ଏକାଠି ଆବଶ୍ୟକ । 
4
ଏକତ୍ର ଉଭୟ ବାକ୍ୟ ପର୍ଯ୍ୟାପ୍ତ ନୁହଁନ୍ତି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation