Comprehension Passage

ନିମ୍ନରେ ଦିଆଯାଇଥ‌ିବା ସାରଣୀରେ ଗୋଟିଏ କିଲୋଗ୍ରାମ ପାର୍ସଲକୁ, ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇବା ପାଇଁ କୋରିଅର ଚାର୍ଜ ଦର୍ଶାଯାଇଛି । ଏହାକୁ ଧ୍ୟାନର ସହ ପଢନ୍ତୁ ଏବଂ ପରବର୍ତ୍ତୀ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

ସହରଗୁଡିକ

ଆଲ୍ଟାବାଦ

ମୁମାଇ

କୋଲକାତା

ଦିଲ୍ଲୀ

ଲକ୍ଷ୍ମୌ

ଆଲ୍ଟାବାଦ

-

10

5

15

10

ମୁମାଇ

10

-

7

25

20

କୋଲକାତା

5

7

-

20

15

ଦିଲ୍ଲୀ

15

25

20

-

10

ଲକ୍ଷ୍ମୌ

10

20

15

10

-

ନିମ୍ନଲିଖ ମଧ୍ୟରୁ, ପାର୍ସଲ ପଠାଇବା ପାଇଁ କୋରିଅର୍ ଦେୟ ସର୍ବନିମ୍ନ ହେବ 

1
ଆଲ୍ଟାବାଦରୁ ଲକ୍ଷ୍ନୌ
2
ମୁମ୍ବାଇରୁ ଦିଲ୍ଲୀ
3
ଲକ୍ଷ୍ନୌରୁ ଦିଲ୍ଲୀ
4
କୋଲକାତାରୁ ମୁମ୍ବାଇ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation