ଗୋଟିଏ ଶ୍ରେଣୀର 72 ଜଣ ଛାତ୍ରଙ୍କ ମଧ୍ୟରୁ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ସଂଖ୍ୟା 40% ଅଧିକ । ସମସ୍ତ ଛାତ୍ରମାନଙ୍କର ଗଣିତ ପରୀକ୍ଷାରେ ହାରାହାରି ସ୍କୋର ହେଉଛି 58. ଯଦି ଝିଅ ମାନଙ୍କର ହାରାହାରି ସ୍କୋର ପୁଅମାନଙ୍କ ତୁଳନାରେ 50% ଅଧିକ, ତେବେ ଝିଅ ମାନଙ୍କର ହାରାହାରି ସ୍କୋର କେତେ ହେବ ?
1
63
2
60
3
69
4
72