ସେହି ସେଟ୍ ଚୟନ କର ଯେଉଁଥିରେ ସଂଖ୍ୟାଗୁଡିକ ଦିଆଯାଇଥିବା ସେଟ୍ ଗୁଡ଼ିକର ସଂଖ୍ୟା ଗୁଡିକ ପରି ସମାନ ଭାବରେ ସମ୍ବନ୍ଧିତ ଅଟେ।
(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ) ।
(4, 5, 83)
(5, 5, 102)
1
(8, 9, 330)
2
(3, 3, 11)
3
(7, 6, 170)
4
(8, 3, 123)