ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ରେ ଦୁଇ ବାକ୍ୟ କୁ ନେଇ ଗଠିତ । ସେଥିମଧ୍ୟ ରୁ କେଉଁ ବାକ୍ୟ ଟି ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ । ଉଭୟ ବାକ୍ୟ କୁ ଅଧ୍ୟାନ କରନ୍ତୁ ଏବଂ ଉତ୍ତର ଦିଅନ୍ତୁ । 

ଅନୁଜ ର ବୟସ କେତେ ?

ବାକ୍ୟଗୁଡି:

 I. ଅନୁଜ ର ମା ତା'ଠାରୁ 45 ବର୍ଷ ବଡ । 

II. ଅନୁଜ ର ଭଉଣୀ ତା'ଠାରୁ 4 ବର୍ଷ  ବଡ । 

1
କେବଳ ବାକ୍ୟ I ଯଥେଷ୍ଟ ଅଟେ । 
2
କେବଳ ବାକ୍ୟ II ଯଥେଷ୍ଟ ଅଟେ ।
3
ବାକ୍ୟ I ଏବଂ II  ଉଭୟ ଯଥେଷ୍ଟ ଅଟନ୍ତି । 
4
ବାକ୍ୟ I ଏବଂ II  ଉଭୟ ଯଥେଷ୍ଟ ନୁହନ୍ତି । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation