ନିମ୍ନଲିଖିତ ବିବୃତ୍ତି ମଧ୍ୟରୁ କେଉଁଟି ଭୁଲ୍ ଅଟେ?
I. ପରିବେଶ ସୁରକ୍ଷା ଆଇନକୁ ଏକ ଛତ୍ର ଆଇନ ("ଅମ୍ବ୍ରେଲା ଆକ୍ଟ") ମଧ୍ୟ କୁହାଯାଏ ।
II. 1988 ମସିହାରେ ଏହା ପ୍ରଣୟନ କରାଯାଇଥିଲା ।
III. ଭୋପାଳ ଗ୍ୟାସ ଦୁର୍ଘଟଣା ପରେ ଏହା ପ୍ରଣୟନ କରାଯାଇଥିଲା ।
1
II, III
2
I, II
3
କେବଳ I
4
କେବଳ II