ଆର୍ଯ୍ୟ ପ୍ରଥମ 3 ବର୍ଷ ପାଇଁ ବାର୍ଷିକ 5% ହାରରେ, ପରବର୍ତ୍ତୀ 4 ବର୍ଷ ପାଇଁ ବାର୍ଷିକ 8% ହାରରେ ଏବଂ ସାତ ବର୍ଷରୁ ଅଧିକ ସମୟ ପାଇଁ ବାର୍ଷିକ 16% ହାରରେ କିଛି ଟଙ୍କା   ଋଣ ନେଇଥିଲେ। ଯଦି ସେ  13 ବର୍ଷ ଶେଷରେ ସମୁଦାୟ ସୁଧ 15,730  ଟଙ୍କା ସୁଧ ପ୍ରଦାନ କରନ୍ତି |  ତେବେ ସେ କେତେ ଟଙ୍କା ଋଣ କରିଥିଲେ ?

1
11,800 ଟଙ୍କା 
2
12,250  ଟଙ୍କା 
3
10,500 ଟଙ୍କା 
4
 11,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation