ସହର P ରୁ ସହର Q  ପର୍ଯ୍ୟନ୍ତ ଦୁଇଟି ଏବଂ Q ସହରରୁ  R ସହର ପର୍ଯ୍ୟନ୍ତ ତିନୋଟି ଟିକେଟର ମୂଲ୍ୟ 95 ଟଙ୍କା ଥିବା ବେଳେ ସହର P ରୁ ସହର Q ପର୍ଯ୍ୟନ୍ତ ତିନୋଟି ଟିକେଟ ଏବଂ ସହର P ରୁ ସହର R ପର୍ଯ୍ୟନ୍ତ ଦୁଇଟି ଟିକେଟର ମୂଲ୍ୟ 90 ଟଙ୍କା ରହିଛି । P ସହରରୁ  Q ସହର ଏବଂ R ସହର ପାଇଁ ଭଡ଼ା ଯଥାକ୍ରମେ କେତେ ହେବ?

1
15 ଟଙ୍କା, 23 ଟଙ୍କା
2
 14 ଟଙ୍କା, 24 ଟଙ୍କା
3
16 ଟଙ୍କା, 21 ଟଙ୍କା
4
15 ଟଙ୍କା, 21 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation