ଶାସକ ନିଜେ କୃଷିର ବିକାଶ ରେ ଗଭୀର ବ୍ୟକ୍ତିଗତ ଆଗ୍ରହ ରଖୁଥିଲେ । ସେ ଶସ୍ୟ ଉପରେ ଜାକାତ (ଆମଦାନୀ ଶୁଳ୍କ) ଉଚ୍ଛେଦ କରିଥିଲେ ଏବଂ ଏକ ମାପ ମାନକ ପ୍ରଚଳନ କରିଥିଲେ, ଯାହା ମୋଗଲ କାଳ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । କିଏ ଥିଲେ ଏହି ଶାସକ ?

1
ବଲବାନ 
2
ଆଲାଉଦ୍ଦିନ ଖିଲିଜୀ
3
ଫିରୋଜ ତୁଘଲକ୍
4
ସିକନ୍ଦର ଲୋଦି 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation