'ଗ୍ରାମସଭା' ସମ୍ବନ୍ଧରେ ନିମ୍ନଲିଖିତ ମଧ୍ୟରୁ କେଉଁ ବିବୃତ୍ତି ସତ୍ୟ ନୁହେଁ?
1
ରାଜ୍ୟ ସ୍ତରରେ ରାଜ୍ୟ ବିଧାନସଭାଭଳି ଗ୍ରାମସ୍ତରରେ ଏହାର କ୍ଷମତା ଓ କାର୍ଯ୍ୟ ରହିଛି।
2
ଏହାର କ୍ଷମତା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି।
3
ଏହା ପଞ୍ଚାୟତ ଅଞ୍ଚଳର ସମସ୍ତ ପଞ୍ଜୀକୃତ ଭୋଟରଙ୍କୁ ନେଇ ଗଠିତ ଏକ ଗ୍ରାମ ସଭା ।
4
(1) ଏବଂ (3) ଉଭୟ