ଏହି ପ୍ରଶ୍ନରେ ଗୋଟିଏ ବିବୃତ୍ତି ରହିଛି, ଏହା ପରେ ଦୁଇଟି ଯୁକ୍ତି I ଏବଂ II ଯୁକ୍ତି ରହିଛି । ବିବୃତ୍ତି ଏବଂ ଯୁକ୍ତିଗୁଡ଼ିକୁ ଧ୍ୟାନର ସହ ପଢନ୍ତୁ ଏବଂ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ ଉପଯୁକ୍ତ ଉତ୍ତର ଚୟନ କରନ୍ତୁ।
ବିବୃତ୍ତି :
ଜଙ୍କଫୁଡ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।
ଯୁକ୍ତି:
I. ଜଙ୍କ୍ ଫୁଡ୍ ରେ ଚର୍ବି, କେମିକାଲ୍ ଆଡିଟିଭ୍ ଓ ସୋଡିୟମ୍ ର ମାତ୍ରା ଅଧିକ ରହିଥାଏ, ଯାହା ମୋଟାପଣର କାରଣ ହୋଇଥାଏ।
II. ଶର୍କରା ଏବଂ ଚର୍ବିର ଅଧିକ ସେବନ ମସ୍ତିଷ୍କର କାର୍ଯ୍ୟକୁ ଦମନ କରିଥାଏ ଯାହା ଶିକ୍ଷଣ ଏବଂ ସ୍ମୃତି ଗଠନରେ ସାହାଯ୍ୟ କରିଥାଏ ।
1
ଉଭୟ I ଏବଂ II ଏହି ବିବୃତ୍ତିକୁ ଦୁର୍ବଳ କରେ ।
2
ଉଭୟ I ଏବଂ II ବିବୃତିକୁ ମଜବୁତ କରେ ।
3
I ଦୁର୍ବଳ ହୋଇଥିବା ବେଳେ II ବିବୃତ୍ତିକୁ ମଜବୁତ କରେ ।
4
II ଦୁର୍ବଳ ହୋଇଥିବା ବେଳେ I ବିବୃତ୍ତିକୁ ମଜବୁତ କରେ ।