ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର, ଯଦିଓ ଏହା ସାଧାରଣ ଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ।

ବିବୃତ୍ତି:

ସବୁ ବିଲେଇ କୁକୁର ଅଟନ୍ତି ।

ସବୁ କୁକୁର ହାତୀ ଅଟନ୍ତି ।

କୌଣସି ହାତୀ ଗାଈ ନୁହଁନ୍ତି ।

ସିଦ୍ଧାନ୍ତ:

I. ସମସ୍ତ ବିଲେଇମାନେ ହାତୀ ଅଟନ୍ତି । 

II ସମସ୍ତ ହାତୀ ବିଲେଇ ଅଟନ୍ତି।

1
କେବଳ ସିଦ୍ଧାନ୍ତ II ଅନୁସରଣ କରେ । 
2
ସିଦ୍ଧାନ୍ତ I କିମ୍ବା ସିଦ୍ଧାନ୍ତ II ଅନୁସରଣ କରେ ନାହିଁ । 
3
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରେ । 
4
କେବଳ ସିଦ୍ଧାନ୍ତ I ଅନୁସରଣ କରେ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation