ଦିଆୟାଇଥିବା ଢାଞ୍ଚାକୁ ଭଲ ଭାବରେ ଅଧ୍ୟୟନ କରନ୍ତୁ ଏବଂ ସେଥିରେ ଥିବା ପ୍ରଶ୍ନ ଚିହ୍ନ (?)କୁ ବଦଳାଇ ପାରୁଥିବା ସଙ୍ଖ୍ୟାକୁ ଚୟନ କରନ୍ତୁ।

ପ୍ରଥମ ଧାଡ଼ି - 6, 9, 90

ଦ୍ୱିତୀୟ ଧାଡ଼ି - 12, 8, 120

ତୃତୀୟ ଧାଡ଼ି - 13, 6,?

(ନୋଟ୍): ସଙ୍ଖ୍ୟକକୁ ଏହାର ଉପାଦାନ ସଙ୍ଖ୍ୟାରେ ଭାଙ୍ଗି ନଦେଇ, ସମ୍ପୂର୍ଣ୍ଣ ସଙ୍ଖ୍ୟାରେ କାର୍ୟ୍ୟ ସମ୍ପାଦନ କରିବା ଉଚିତ। ଯେପରିକି 13 - 13 ଉପରେ ଅପରେସନ୍ ଯେପରିକି 13କୁ ଯୋଗ କରିବା / ବିୟୋଗ କରିବା / ଗୁଣନ କରିବା ଇତ୍ୟାଦି କରାଯାଇପାରିବ। 13କୁ 1 ଓ 3ରେ ଭାଙ୍ଗିବା ଏବଂ ତା'ପରେ 1 ଓ 3ରେ ଗାଣିତିକ କାର୍ଯ୍ୟ ସମ୍ପାଦନ କରିବା ଅନୁମତି ନାହିଁ)

1
114
2
125
3
102
4
110

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation