1 ମିଟର ଦୈର୍ଘ୍ୟ ବିଶିଷ୍ଟ ଧାତବ ତାରର ପ୍ରତିରୋଧ କେତେ ହେବ ଯଦି ପ୍ରସ୍ଥ ଛେଦର କ୍ଷେତ୍ରଫଳ 1 ବର୍ଗ ମିଟର ହୁଏ ଏବଂ ପ୍ରତିରୋଧକତା ହେଉଛି \(2 \times 10^{-6}\)ଓହମ୍ -ମି ହୁଏ :
1
\(2 \times 10^{-6}\) ଓହମ୍
2
\(0.5 \times 10^{6}\) ଓହମ୍
3
\(1 \times 10^{-6}\) ଓହମ୍
4
\(0.25 \times 10^{-6}\) ଓହମ୍