ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ଦେଇ ପଢ । ଏହା ବିଶ୍ବାସ କରି ଯେ କଥନ ରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଇଥିଲେ ମଧ୍ୟ, ପୁଣି ନିର୍ଣ୍ଣୟ ନିଆ ଯେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
1) ସମସ୍ତ ବୃତ୍ତ, ବର୍ଗ ଅଟେ ।
2) କିଛି ବର୍ଗ, ରଙ୍ଗୀନ ଅଟେ ।
3) କିଛି ବୃତ୍ତ, ତ୍ରିଭୁଜ ଅଟେ ।
ସିଦ୍ଧାନ୍ତ:
I. କିଛି ବର୍ଗ, ତ୍ରିଭୁଜ ଅଟେ ।
II. କିଛି ବୃତ୍ତ, ରଙ୍ଗୀନ ଅଟେ ।
III. କିଛି ବର୍ଗ, ବୃତ୍ତ ଅଟେ ।
1
ଉଭୟ ସିଦ୍ଧାନ୍ତ I ଏବଂ III ଅନୁସରଣ କରୁଛି ।
2
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ III ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।