ଛଅ ଜଣ ବନ୍ଧୁ L, M, N, O, P ଏବଂ Q କେନ୍ଦ୍ର ଆଡକୁ ମୁହାଁଇଥିବା ଏକ ବୃତ୍ତାକାର ଟେବୁଲ ଚାରିପାଖରେ ବସିଛନ୍ତି । O ର ବାମପାର୍ଶ୍ୱରେ ତୃତୀୟ ସ୍ଥାନରେ L ବସିଛି ଏବଂ O ର ଡାହାଣ ପାର୍ଶ୍ୱରେ ଦ୍ୱିତୀୟ ସ୍ଥାନରେ M ବସିଛି । P ର ଡାହାଣପାର୍ଶ୍ୱରେ ଦ୍ୱିତୀୟ ସ୍ଥାନରେ N ବସିଛି । Q ଏବଂ O ମଧ୍ୟରେ ବସିଥିବା ଏକମାତ୍ର ଲୋକ ହେଉଛି P । ତେବେ M ଏବଂ Q ମଧ୍ୟରେ କିଏ ବସିଛି?
1
L
2
P
3
N
4
O