ତିନୋଟି ଅଂଶୀଦାର A, B ଏବଂ C ଏକ ବ୍ୟବସାୟ ଆରମ୍ଭ କଲେ। A  ମୋଟ ପୁଞ୍ଜିର \(\rm \frac{1}{3}^{rd}\) , B ଅବଶିଷ୍ଟ ପୁଞ୍ଜିର 60% ବିନିଯୋଗ କଲେ ଏବଂ C ବାକି ପୁଞ୍ଜି ବିନିଯୋଗ କଲେ। ଗୋଟିଏ ବର୍ଷ ଶେଷରେ ମୋଟ ଲାଭ 18 ଲକ୍ଷ ଟଙ୍କା ଥିଲା।  A ଏବଂ C ର ଲାଭର ଅଂଶ ମଧ୍ୟରେ ଅନ୍ତର କେତେ?

1
Rs. 1,25,000 ଟଙ୍କା 
2
. 1,15,000 ଟଙ୍କା 
3
. 1,20,000 ଟଙ୍କା 
4
. 1,28,000 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation