30 ଜଣ ଛାତ୍ରଙ୍କ ହାରାହାରି ବୟସ 15 ବର୍ଷ ।  ଦେଖାଗଲା ଯେ ହାରାହାରି ବୟସ ଗଣନା କରିବାବେଳେ  ଜଣେ ଛାତ୍ରର ବୟସ 9 ବର୍ଷ ପରିବର୍ତ୍ତେ 15 ବର୍ଷ ଭାବରେ ନିଆଯାଇଥିଲା ।  ତେବେ ସଠିକ୍ ହାରାହାରି ବୟସ କ’ଣ ହେବ?

1
14.2 ବର୍ଷ
2
16.4 ବର୍ଷ
3
15.6 ବର୍ଷ
4
14.8 ବର୍ଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation