ଯେଉଁ ସେଟ୍ ରେ ସଂଖ୍ୟା ଗୁଡିକ ସମ୍ପର୍କ ଅଛି ସେହି ସେଟ୍ କୁ ସେହି ପ୍ରକାରରେ ଚୟନ କରନ୍ତୁ ଯେମିତି କି ଦିଆଯାଇଥିବା ସେଟ୍ ର ସଂଖ୍ୟା ଗୁଡିକ।

(ନୋଟ୍): ସଂଖ୍ୟାକୁ ଏହାର ଉପାଦାନ ସଂଖ୍ୟାରେ ଭାଙ୍ଗି ନଦେଇ, ସମ୍ପୂର୍ଣ୍ଣ ସଂଖ୍ୟାରେ କାର୍ଯ୍ୟ ସମ୍ପାଦନ କରିବା ଉଚିତ। ଯେପରିକି 13 - 13 ଉପରେ ଅପରେସନ୍ ଯେପରିକି 13କୁ ଯୋଡିବା / ବିୟୋଜନ କରିବା / ଗୁଣନ କରିବା ଇତ୍ୟାଦି କରାୟାଇପାରିବ। 13କୁ 1 ଓ 3ରେ ଭାଙ୍ଗିବା ଏବଂ ତା'ପରେ 1 ଓ 3ରେ ଗାଣିତିକ କାର୍ୟ୍ୟ ସମ୍ପାଦନ କରିବା ଅନୁମତି ନାହିଁ ।)

(9, 81, 729)

(14, 196, 2744)

1
(11, 212, 464)
2
(17, 289, 4913)
3
(25, 625, 9375)
4
(15, 375, 1125)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation