ନିମ୍ନରେ ଦିଆଯାଇଥିବା ଏକ ବିବୃତ୍ତିକୁ ନେଇ କିଛି ସିଦ୍ଧାନ୍ତ ଦିଆଯାଇଛି ।  ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ପ୍ରଦତ୍ତ ବିବୃତ୍ତିକୁ ଅନୁସରଣ କରେ ତାହା ସ୍ଥିର କର। 

ବିବୃତ୍ତି:

ଶନିବାର ହାଇଦ୍ରାବାଦରେ ଥିବା ତାଙ୍କ ମାଉସୀଙ୍କ ଘରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ବୁଧବାର ହାଇଦ୍ରାବାଦକୁ ଯିବା ପାଇଁ ଏକ ବସ୍ ଧରିଛନ୍ତି।

ସିଦ୍ଧାନ୍ତ:

I . ସେ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିବେ ।

II .କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ସେ ହାଇଦ୍ରାବାଦରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

1
କେବଳ ସିଦ୍ଧାନ୍ତ I ଯୁକ୍ତିଯୁକ୍ତ ଅଟେ 
2
କୌଣସି  ସିଦ୍ଧାନ୍ତ  ଯୁକ୍ତିଯୁକ୍ତ ନୁହଁ 
3
କେବଳ ସିଦ୍ଧାନ୍ତ II  ଯୁକ୍ତିଯୁକ୍ତ ଅଟେ 
4
ଉଭୟ  ସିଦ୍ଧାନ୍ତ  ଯୁକ୍ତିଯୁକ୍ତ ଅଟେ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation