P ହେଉଛି Q ର ପିତା । A ହେଉଛି R ର କନ୍ୟା । Q ର ମାତ୍ର ଦୁଇଟି ସନ୍ତାନ ଅଛନ୍ତି। Q ହେଉଛି A ର ଭାଇ । B ହେଉଛି Q ର ପୁତ୍ର ଏବଂ K ହେଉଛି ତାଙ୍କ ଭଉଣୀ । K,  P ସହିତ କିପରି ସମ୍ବନ୍ଧିତ?

1
ନାତି ଓ ଜେଜେବାପା
2
ମା' ଓ ପୁଅ
3
ପୁଅ ଓ ଝିଅ
4
ନାତୁଣୀ ଓ ଜେଜେବାପା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation