railway DFCCIL Junior Executive 2023 (CBT 1 & CBT 2) Mock Test Quantitative Aptitude Speed Time and Distance Average Speed
ଜଣେ ବ୍ୟକ୍ତି ନିଜର ଯାତ୍ରାକୁ 32 କିଲୋମିଟର, 21 କିଲୋମିଟର ଏବଂ 27 କିଲୋମିଟର ଦୂରତା ଭାବରେ ତିନୋଟି ଭାଗରେ ବିଭକ୍ତ କରିଥିଲେ । ସେ ଘଣ୍ଟାପ୍ରତି ଯଥାକ୍ରମେ 8 କିଲୋମିଟର, 6 କିଲୋମିଟର ଓ 3 କିଲୋମିଟର ବେଗରେ ଏହି ଦୂରତା ଅତିକ୍ରମ କରିଥିଲେ । ତେବେ ସେହି ବ୍ୟକ୍ତିଙ୍କ ହାରାହାରି ବେଗ କେତେ ଥିଲା?
1
5 କିଲୋମିଟର/ଘଣ୍ଟା।
2
\(4\frac{28}{33}\)କିଲୋମିଟର/ଘଣ୍ଟା।
3
\(5\frac{28}{33}\)କିଲୋମିଟର/ଘଣ୍ଟା।
4
\(3\frac{28}{33}\)କିଲୋମିଟର/ଘଣ୍ଟା।