ଦୁଇଟି ବିବୃତ୍ତି ପ୍ରଦାନ କରାଯାଇଛି ଏବଂ ଏହା ପରେ I ଏବଂ II ସଂଖ୍ୟାରେ ଦୁଇଟି ସିଦ୍ଧାନ୍ତ ଦିଆଯାଇଛି । ବିବୃତିକୁ ସତ ବୋଲି ଧର, ଯଦିଓ ସେମାନେ ସାଧାରଣଭାବରେ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେହୁଏ, ତେବେ ନିଷ୍ପତ୍ତି ନିଅନ୍ତୁ ଯେ ବିବୃତ୍ତିଗୁଡ଼ିକ ମଧ୍ୟରୁ କେଉଁ ସିଦ୍ଧାନ୍ତଗୁଡ଼ିକ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ  ।

ବିବୃତ୍ତି:

ସବୁ ବ୍ୟାଗ୍ କଳା ରଙ୍ଗର ଅଟେ ।

କିଛି ବ୍ୟାଗ୍ ଧଳା ହୋଇଥାଏ । 

ସିଦ୍ଧାନ୍ତ:

I. କିଛି କଳା ଧଳା ଅଟେ ।

II. ସବୁ କଳା ରଙ୍ଗ ବ୍ୟାଗ୍ ଅଟେ ।

1
କୌଣସି ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ
3
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରେ 
4
କେବଳ ସିଦ୍ଧାନ୍ତ II ଅନୁସରଣ କରେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation