ଘଣ୍ଟାପ୍ରତି 50 କିଲୋମିଟର ବେଗରେ ଗତି କରୁଥିବା 100 ମିଟର ଲମ୍ବ ବିଶିଷ୍ଟ ଏକ ଟ୍ରେନ୍ ବିପରୀତ ଦିଗରୁ ଆସୁଥିବା 120 ମିଟର ଲମ୍ବର ଅନ୍ୟ ଏକ ଟ୍ରେନକୁ 6 ସେକେଣ୍ଡରେ ଅତିକ୍ରମ କରିଥାଏ । ତେବେ ଦ୍ବିତୀୟ ଟ୍ରେନର ବେଗ କେତେ?

1
132 କିଲୋମିଟର/ଘଣ୍ଟା 
2
82 କିଲୋମିଟର/ଘଣ୍ଟା 
3
60 କିଲୋମିଟର/ଘଣ୍ଟା 
4
50 କିଲୋମିଟର/ଘଣ୍ଟା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation