A, B, C, D, E, F, G ଏବଂ H, ନାମକ ବାଳିକା ଏକ ବୃତ୍ତାକାର ବେଞ୍ଚ ର ଚାରିପାଖରେ କେନ୍ଦ୍ର ଆଡ଼କୁ ମୁହଁ କରି ବସିଛନ୍ତି (କିନ୍ତୁ ଆବଶ୍ୟକ ନୁହେଁ ଏହି କ୍ରମ ରେ ରହିବ) । A, B ର ବାମ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି । F, C ର ଠିକ ବାମ ପାଖ ରେ ବସିଛି । D, F କିମ୍ବା E ର ନିକଟତମ ପଡୋଶୀ ନୁହେଁ । H, B ର ନିକଟତମ ପଡୋଶୀ ନୁହେଁ । A ଏବଂ D ମଧ୍ୟରେ କେବଳ ତିନି ଜଣ ବାଳିକା ବସିଛନ୍ତି ।
ନିମ୍ନଲିଖିତ ମଧ୍ୟରୁ କେଉଁ ବାଳିକା D ର ନିକଟତମ ପଡୋଶୀ ଅଟେ ?
1
H ଏବଂ G
2
F ଏବଂ B
3
A ଏବଂ E
4
E ଏବଂ B