ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ରେ କିଛି କଥନ ଦିଆଯାଇଛି ଏବଂ ସେହି କଥନ ଆଧାର ରେ କିଛି ସିଦ୍ଧାନ୍ତ ଦିଆଯାଇଛି । ଆପଣଙ୍କୁ ଦିଆଯାଇଥିବା କଥନ କୁ ସତ୍ୟ ଗ୍ରହଣ କରିବାକୁ ହେବ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଲେ ମଧ୍ୟ । ସମସ୍ତ ସିଦ୍ଧାନ୍ତ କୁ ପଢ ଏବଂ ପୁଣି ନିର୍ଣ୍ଣୟ କର ଯେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁ ସିଦ୍ଧାନ୍ତ ଯୁକ୍ତିଯୁକ୍ତ ଭାବେ ଦିଆଯାଇଥିବା କଥନ କୁ ଅନୁସରଣ କରୁଛି ।
କଥନ:
I. କିଛି, ଲାଲ କଳା ଅଟେ ।
II. କୌଣସି ଧଳା, କଳା ନୁହେଁ ।
ସିଦ୍ଧାନ୍ତ:
I. କୌଣସି କଳା, ଧଳା ନୁହେଁ ।
II. କୌଣସି ଧଳା, ଲାଲ ନୁହେଁ ।
III. କୌଣସି କଳା, ଲାଲ ନୁହେଁ ।
1
କୌଣସି ମଧ୍ୟ ସିଦ୍ଧାନ୍ତ ଅନୁସରଣ କରୁନାହିଁ ।
2
ସମସ୍ତ ସିଦ୍ଧାନ୍ତ ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।
4
ଉଭୟ ସିଦ୍ଧାନ୍ତ II ଏବଂ III ଅନୁସରଣ କରୁଛି ।