100 ମିଟର ଦୌଡ଼ରେ ‘A’ 36 ସେକେଣ୍ଡରେ, ‘B’ 45 ସେକେଣ୍ଡରେ ଏବଂ ‘C’ 48 ସେକେଣ୍ଡରେ ଦୂରତା ଅତିକ୍ରମ କରିଥାଆନ୍ତି । ଯଦି 1600 ମିଟର ଦୌଡ଼ରେ ସମାନଗତି ବଜାୟ ରଖାଯାଏ, ତେବେ ‘B’ ଉକ୍ତ 1600 ମିଟର ଦୌଡ଼ରେ, C କୁ କେତେ ମିଟରରେ ପରାସ୍ତ କରିବ ? 

1
80 ମିଟର
2
75 ମିଟର
3
100 ମି
4
85  ମିଟର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation