ଦିଆଯାଇଥିବା ବିବୃତ୍ତିକୁ ସତ୍ୟ ବୋଲି ବିବେଚନା କରନ୍ତୁ ଏବଂ ଉକ୍ତିଗୁଡ଼ିକରୁ କେଉଁ ସିଦ୍ଧାନ୍ତ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ । 

ବିବୃତ୍ତିଗୁଡିକ:

କୌଣସି ଆମ୍ବ କମଳା ନୁହେଁ । କୌଣସି କମଳା ସେଓ ନୁହେଁ । କିଛି ଆମ୍ବ ସେଓ ଅଟେ ।

ସିଦ୍ଧାନ୍ତ:

1. କୌଣସି ସେଓ ଆମ୍ବ ନୁହେଁ ।

2. କୌଣସି ସେଓ କମଳା ନୁହେଁ।

3. କିଛି କମଳା ଆମ୍ବ ।

4. ସମସ୍ତ ସେଓ ଆମ୍ବ ଅଟେ ।

1
 କେବଳ ସିଦ୍ଧାନ୍ତ 1 କିମ୍ୱା 3 ଅନୁସରଣ କରେ
2
 କେବଳ ସିଦ୍ଧାନ୍ତ 1 ଅନୁସରଣ କରେ
3
 କେବଳ ସିଦ୍ଧାନ୍ତ 2  ଅନୁସରଣ କରେ
4
 କେବଳ ସିଦ୍ଧାନ୍ତ 2 କିମ୍ୱା 3 ଅନୁସରଣ କରେ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation