'P ÷ Q ' ର ଅର୍ଥ ହେଉଛି 'P ହେଉଛି Qର ପୁଅ',
'P - Q' ର ଅର୍ଥ ହେଉଛି ' P ହେଉଛି Q ର ସ୍ୱାମୀ',
'P × Q' ର ଅର୍ଥ ହେଉଛି 'P ହେଉଛି Qର ଭାଇ' ଏବଂ
'P + Q' ର ଅର୍ଥ ହେଉଛି 'P ହେଉଛି Qର ପତ୍ନୀ'।
ଯଦି 'J ÷ H + M ÷ S - F', ତେବେ F, J ସହିତ କିପରି ଜଡିତ?
1
ମାତା
2
ଜେଜେ ବାପା
3
ନାତି
4
ଜେଜେମା