ନିକଟ ରେ ସମାଚାର ରେ ରହିଥିବା 'ନଭମିତ୍ର' ଉପକରଣ ସମ୍ବଦ୍ଧ ରେ ନିମ୍ନଲିଖିତ ମଧ୍ୟରୁ କେଉଁ କଥନ ସଠିକ ଅଟେ ?
1
ମତ୍ସ୍ୟଜୀବୀ ଙ୍କ ସୁରକ୍ଷା ପାଇଁ DRDO ଦ୍ଵାରା ବିକଶିତ ଏକ ଉପଗ୍ରହ ଆଧାରିତ ସଂଚାର ପ୍ରଣାଳୀ ଅଟେ
2
ମତ୍ସ୍ୟଜୀବୀ ଙ୍କ ସୁରକ୍ଷା ପାଇଁ ଇସ୍ରୋ ଦ୍ଵାରା ବିକଶିତ ଏକ ଉପଗ୍ରହ ଆଧାରିତ ସଂଚାର ପ୍ରଣାଳୀ ଅଟେ
3
ମତ୍ସ୍ୟଜୀବୀ ଙ୍କ ସୁରକ୍ଷା ପାଇଁ ଇସ୍ରୋ ଦ୍ଵାରା ବିକଶିତ ଏକ ଉପଗ୍ରହ ଆଧାରିତ ନେଭିଗେସନ ପ୍ରଣାଳୀ ଅଟେ
4
ମତ୍ସ୍ୟଜୀବୀ ଙ୍କ ସୁରକ୍ଷା ପାଇଁ DRDO ଦ୍ଵାରା ବିକଶିତ ଏକ ଉପଗ୍ରହ ଆଧାରିତ ନେଭିଗେସନ ପ୍ରଣାଳୀ ଅଟେ