ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଭଲଭାବେ ପଢ଼। ମନେକର ଯେ ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଯଦିଓ ଏହା ସାଧାରଣ ଜଣାଶୁଣା ତଥ୍ୟ ସହିତ ଭିନ୍ନତା ଥିବା ପରି ଦେଖାଯାଏ, ତେବେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ବିବୃତ୍ତିଗୁଡିକୁ ଅନୁସରଣ କରେ ତାହା ସ୍ଥିର କର।
ବିବୃତ୍ତି:
କେତେକ ବିଲେଇ ପଶୁ ଅଟନ୍ତି।
ସମସ୍ତ ପଶୁ ଉଦ୍ଭିଦ ଅଟନ୍ତି।
ସିଦ୍ଧାନ୍ତ:
I. ସମସ୍ତ ବିଲେଇ ଉଦ୍ଭିଦ।
II. କେତେକ ଉଦ୍ଭିଦ ବିଲେଇ ଅଟନ୍ତି।
III. କେତେକ ଉଦ୍ଭିଦ ପଶୁ ଅଟନ୍ତି।
IV. ସମସ୍ତ ପଶୁ ବିଲେଇ ଅଟନ୍ତି।
1
କେବଳ ସିଦ୍ଧାନ୍ତ I ଅନୁସରଣ କରେ।
2
ସମସ୍ତ ସିଦ୍ଧାନ୍ତ ଅନୁସରଣ କରେ।
3
କେବଳ ସିଦ୍ଧାନ୍ତ I, II ଏବଂ III ଅନୁସରଣ କରେ।
4
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରେ।