ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
କିଛି କୀଟ ପଶୁ ଅଟନ୍ତି ।
କିଛି ପଶୁ ବେଙ୍ଗ ଅଟେ ।
ସମସ୍ତ ବେଙ୍ଗ ବିଲେଇ ଅଟନ୍ତି ।
ସିଦ୍ଧାନ୍ତ:
I. କିଛି ବିଲେଇ ବେଙ୍ଗ ଅଟେ ।
II. କିଛି ବେଙ୍ଗ ପଶୁ ଅଟନ୍ତି ।
III. କିଛି ପଶୁ କୀଟ ଅଟନ୍ତି ।
1
ସମସ୍ତ ସିଦ୍ଧାନ୍ତ ଅନୁସରଣ କରୁଛି ।
2
କେବଳ ସିଦ୍ଧାନ୍ତ I ଏବଂ III ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରୁଛି ।