ଛଅଜଣ ସାଙ୍ଗ S, T, U, V, W ଏବଂ X କେନ୍ଦ୍ର ଆଡକୁ ମୁହଁ କରି ଏକ ବୃତ୍ତାକାର ଟେବୁଲ ପାଖରେ ବସିଛନ୍ତି । X, U ର ବାମ ପାର୍ଶ୍ୱରେ ତୃତୀୟରେ ବସିଛି । X, V ର ବାମ ପାର୍ଶ୍ୱରେ ଦ୍ୱିତୀୟରେ ବସିଛି ।  T ଏବଂ V ମଧ୍ୟରେ କେବଳ U ବସିଛି । S, V  ର ବାମ ପାର୍ଶ୍ୱରେ ତୃତୀୟ ସ୍ଥାନରେ ବସିଛି । S ଏବଂ W ମଧ୍ୟରେ କିଏ ବସିଛି?

1
U
2
T
3
X
4
V

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation