SSC IB Security Assistant & MTS Mock Test Series 2023 Logical Reasoning Ordering and Ranking Order Based
ଛଅ ସହକର୍ମୀ ରାଜ, ଶ୍ରୁତି, ମୟଙ୍କ, ପ୍ରିଏସ, ବିରେନ ଏବଂ ଓଜସ, ଗୋଟିଏ ଶ୍ରେଣୀ ରେ ପଢନ୍ତି । ଓଜସ ର ଉଚ୍ଚତା ସେତିକି ଅଟେ ଜେଟେକି ପ୍ରିଏସ ର ଅଟେ, ଯିଏ ଶ୍ରୁତି ଠାରୁ ଲମ୍ବା ଅଟେ । ମୟଙ୍କ, ବିରେନ ଠାରୁ ଡେଙ୍ଗା ଅଟେ । ରାଜ, ଶ୍ରୁତି ଠାରୁ ଡେଙ୍ଗା ନୁହେଁ । ଦିଆଯାଇଥିବା ସୂଚନା ଅନୁସାରେ ନିମ୍ନଲିଖିତ ମଧ୍ୟରୁ କେଉଁ ବିକଳ୍ପ ଆବଶ୍ୟକ ରୂପେ ସଠିକ ନୁହେଁ ?
1
ଶ୍ରୁତି, ଓଜସ ଠାରୁ ଗେଡା ଅଟେ ।
2
ଓଜସ, ରାଜ ଠାରୁ ଡେଙ୍ଗା ଅଟେ ।
3
ବିରେନ, ଶ୍ରୁତି ଠାରୁ ଡେଙ୍ଗା ଅଟେ ।
4
ରାଜା, ମୟଙ୍କ ଠାରୁ ଗେଡା ଅଟେ ।