ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି । 

କଥନ:

କିଛି ପୁରୁଷ ଆଥଲିଟ ଅଟନ୍ତି  ।

କୌଣସି ଆଥଲିଟ ଗାୟକ ନୁହେଁ । 

ସମସ୍ତ ଗାୟକ ନର୍ତ୍ତକ ଅଟନ୍ତି । 

ସିଦ୍ଧାନ୍ତ:

I. କୌଣସି ନର୍ତ୍ତକ ଆଥଲିଟ ନୁହେଁ । 

II. କିଛି ଗାୟକ ପୁରୁଷ ଅଟନ୍ତି । 

III. କିଛି ପୁରୁଷ ନର୍ତ୍ତକ ଅଟନ୍ତି । 

1
କେବଳ ସିଦ୍ଧାନ୍ତ III ଅନୁସରଣ କରୁଛି । 
2
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।
3
 କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି । 
4
ସିଦ୍ଧାନ୍ତ I ଏବଂ II ଉଭୟ ଅନୁସରଣ କରୁଛି ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation